ଅର୍ଥ : ପାଣିର ଉପର ସ୍ତରରେ ଜମୁଥିବା ମଇଳା ବା ସୂକ୍ଷ୍ମ ଉଦ୍ଭିଦ
ଉଦାହରଣ :
ମାଠିଆକୁ ପ୍ରତିଦିନ ସଫା ନ କଲେ ସେଥିରେ ଶିଉଳି ଜମିଯାଏ
ସମକକ୍ଷ : ଶୈବାଳ
ଅନ୍ୟ ଭାଷାରେ ଅନୁବାଦ :
पानी की सतह पर जमने वाली अशुद्धि या सूक्ष्म वनस्पति।
घड़े को प्रतिदिन साफ न करने पर उसमें काई जम जाती है।A film of impurities or vegetation that can form on the surface of a liquid.
scumଅର୍ଥ : ପାଣି ଭିତରେ ଜନ୍ମ ହେଉଥିବା ଏକ ପ୍ରକାର ଘାସ
ଉଦାହରଣ :
ପୋଖରୀରେ ଶିଉଳି ଅଧିକ ହେବାରୁ ପହଁରିବାରେ ଅସୁବିଧା ହେଉଛି
ସମକକ୍ଷ : ଶୈବାଳ
ଅନ୍ୟ ଭାଷାରେ ଅନୁବାଦ :