ଅର୍ଥ : ଶରୀରରେ ମିଳୁଥିବା ଏକ ପ୍ରକାର ତରଳ ପଦାର୍ଥ ଯାହା ଶରୀରର ଅଂଶ ଅଟେ
ଉଦାହରଣ :
ରକ୍ତ ଶାରୀରିକ ତରଳ ପଦାର୍ଥ
ସମକକ୍ଷ : ଶାରୀରିକ ତରଳପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
वह तरल पदार्थ जो शरीर में पाया जाता है या शरीर का भाग होता है।
ख़ून शारीरिक तरल पदार्थ है।ଅର୍ଥ : ଶରୀର ଭିତରେ ମିଳୁଥିବା ପଦାର୍ଥ
ଉଦାହରଣ :
ରକ୍ତ ଏକ ଶାରୀରିକ ଦ୍ରବ୍ୟ ଯାହା ତରଳ ଅବସ୍ଥାରେ ମିଳିଥାଏ
ସମକକ୍ଷ : ଶାରୀରିକ ପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
शरीर के अंदर पाया जानेवाला पदार्थ।
ख़ून एक शारीरिक द्रव्य है जो तरल अवस्था में पाया जाता है।