ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ପଶୁର ଛୁଆ
ଉଦାହରଣ : ଯେ କୌଣସି ପଶୁଶାବକ ବହୁତ ସୁନ୍ଦର ହୋଇଥାଏ
ସମକକ୍ଷ : ପଶୁଛୁଆ, ପଶୁଶାବକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी पशु का बच्चा।
Any immature animal.
ଅର୍ଥ : ବିଶେଷକରି ସାପ ବା ପକ୍ଷୀମାନଙ୍କ ଭଳି ପ୍ରାଣୀମାନଙ୍କର ଛୋଟ ପିଲା
ଉଦାହରଣ : ପକ୍ଷୀଟି ନିଜ ଶାବକକୁ ଦାନା ଖୁଆଉଛି
किसी जानवर का छोटा बच्चा, विशेषकर साँप या पक्षी का।
ସଂସ୍ଥାପନ କରନ୍ତୁ