ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାପମୋଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାପମୋଚନ   ବିଶେଷ୍ୟ

ଅର୍ଥ : ଅଭିଶାପ ବା ତାର ପ୍ରଭାବରୁ ମୁକ୍ତି

ଉଦାହରଣ : ଗୌତମ ଋଷିଙ୍କ ଅଭିଶାପରେ ପଥର ହୋଇଯାଇଥିବା ଅହଲ୍ୟାଙ୍କ ଶାପମୁକ୍ତି ଶ୍ରୀରାମଙ୍କଦ୍ୱାରା ହୋଇଥିଲା

ସମକକ୍ଷ : ଶାପନିବାରଣ, ଶାପମୁକ୍ତି


ଅନ୍ୟ ଭାଷାରେ ଅନୁବାଦ :

शाप अथवा उसके प्रभाव से छुटकारा।

गौतम ऋषि द्वारा दिए गए शाप से पत्थर बनी अहल्या का शापोद्धार श्रीराम के द्वारा हुआ।
शाप मोचन, शापनिवारण, शापोद्धार