ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାକ୍ତ   ବିଶେଷ୍ୟ

ଅର୍ଥ : ସର୍ବଶକ୍ତିମାନରୂପେ ଗ୍ରହଣ କରାଯାଉଥିବା ଶକ୍ତି ନାମକ ଦେବୀଙ୍କ ଉପାସକ

ଉଦାହରଣ : ଶକ୍ତିଉପାସକ ତନ୍ତ୍ରମନ୍ତ୍ରଦ୍ୱାରା ମା ଶକ୍ତିଙ୍କ ପୂଜା କରୁଛନ୍ତି

ସମକକ୍ଷ : ଶକ୍ତିଉପାସକ


ଅନ୍ୟ ଭାଷାରେ ଅନୁବାଦ :

सर्व शक्तिमान मानी जानेवाली शक्ति नामक देवी का उपासक।

शाक्त तंत्र-मंत्र द्वारा माँ शक्ति की पूजा कर रहा है।
शक्तिवादी, शाक्त, शाक्तिक, शाक्तेय

ଶାକ୍ତ   ବିଶେଷଣ

ଅର୍ଥ : ଶକ୍ତି ନାମକ ଦେବୀଙ୍କର ବା ତାଙ୍କସହିତ ସମ୍ବନ୍ଧିତ

ଉଦାହରଣ : ଶାକ୍ତ ତନ୍ତ୍ରରେ ଦୁର୍ଗା, କାଳୀଆଦିଙ୍କର ବିଶେଷ ମହତ୍ତ୍ୱ ଅଛି


ଅନ୍ୟ ଭାଷାରେ ଅନୁବାଦ :

शक्ति नामक देवी का या उनसे संबंधित।

शाक्त तंत्र में दुर्गा, काली आदि का विशेष महत्व है।
शाक्त