ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଶୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଶୁର   ବିଶେଷ୍ୟ

ଅର୍ଥ : ସ୍ୱାମୀ ବା ସ୍ତ୍ରୀଙ୍କ ପିତା

ଉଦାହରଣ : ରାଜା ଜନକ ଭଗବାନ ରାମଙ୍କ ଶଶୁର ଥିଲେ

ସମକକ୍ଷ : ଶ୍ୱଶୁର


ଅନ୍ୟ ଭାଷାରେ ଅନୁବାଦ :

पत्नी के लिए पति के पिता तथा पति के लिए पत्नी के पिता।

राजा जनक भगवान राम के ससुर थे।
सीता के ससुर राजा दशरथ थे।
वैवाहिक, श्वसुर, ससुर

The father of your spouse.

father-in-law

ଅର୍ଥ : ସ୍ତ୍ରୀର ବିଚାରରେ ତା ସ୍ୱାମୀଙ୍କ ପିତା

ଉଦାହରଣ : ରାଜା ଦଶରଥ ସୀତାଙ୍କ ଶ୍ୱଶୁର ଥିଲେ

ସମକକ୍ଷ : ଶ୍ୱଶୁର