ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଲ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଲ୍ୟ   ବିଶେଷ୍ୟ

ଅର୍ଥ : ପୁରାଣଗୁଡ଼ିକରେ ବର୍ଣ୍ଣିତ ଯେଉଁ ରାଜା ମାଦ୍ରୀଙ୍କ ଭାଇ ଥିଲେ

ଉଦାହରଣ : ଶଲ୍ୟ ନକୁଳ ଓ ସହଦେବଙ୍କ ମାମୁଁ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

पुराणों में वर्णित एक राजा जो माद्री के भाई थे।

शल्य नकुल और सहदेव के मामा थे।
शल्य

An imaginary being of myth or fable.

mythical being

ଅର୍ଥ : ଛପ୍ପୟ ଛନ୍ଦର ଏକ ଭେଦ

ଉଦାହରଣ : ଶଲ୍ୟରେ ପାଖାପାଖି ଏକଶହ ସଂଇତ୍ରିଂଶଟି ବର୍ଣ୍ଣ ଥାଏ


ଅନ୍ୟ ଭାଷାରେ ଅନୁବାଦ :

छप्पय छंद का एक भेद।

शल्य में कुल एक सौ सैंतीस वर्ण होते हैं।
शल्य