ଅର୍ଥ : ଯେଉଁ ଋତୁ ଆଶ୍ୱିନ ଓ କାର୍ତ୍ତିକରେ ପଡ଼େ
ଉଦାହରଣ :
ଶରତ ଋତୁରେ ଦଶହରା ଏବଂ ଦିପାବଳୀ ପର୍ବ ପାଳନ କରାଯାଏ
ସମକକ୍ଷ : ଶରତ କାଳ
ଅନ୍ୟ ଭାଷାରେ ଅନୁବାଦ :
One of the natural periods into which the year is divided by the equinoxes and solstices or atmospheric conditions.
The regular sequence of the seasons.