ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶରଣାର୍ଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶରଣାର୍ଥୀ   ବିଶେଷ୍ୟ

ଅର୍ଥ : ଯିଏ କେଉଁଠି ଶରଣ ପାଇବାପାଇଁ ଇଚ୍ଛା ପ୍ରକାଶ କରେ

ଉଦାହରଣ : ଭଗବାନ ଶରଣାର୍ଥୀମାନଙ୍କୁ ରକ୍ଷା କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

वह जो कहीं शरण पाना चाहता हो।

भगवान शरणार्थियों की रक्षा करते हैं।
शरणार्थी

An exile who flees for safety.

refugee

ଅର୍ଥ : ଯାହାକୁ ନିଜ ବାସସ୍ଥାନରୁ ବଳପୂର୍ବକ ବାହାର କରିଦିଆଯାଇଛି ତଥା ଯେ ଅନ୍ୟ ସ୍ଥାନରେ ଶରଣପାଇ ରହିବାକୁ ଇଚ୍ଛା କରୁଅଛି

ଉଦାହରଣ : ଭାରତରେ ଅନେକ ବିଦେଶୀ ଶରଣାର୍ଥୀ ବସବାସ କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

वह जो अपने निवास-स्थान से बलपूर्वक हटा दिया गया हो तथा दूसरी जगह शरण पाकर रहना चाहता हो।

भारत में बहुत सारे विदेशी शरणार्थी निवास करते हैं।
मुहाजिर, रिफ्युजी, शरणार्थी

An exile who flees for safety.

refugee

ଶରଣାର୍ଥୀ   ବିଶେଷଣ

ଅର୍ଥ : ଯାହାଙ୍କୁ ନିଜ ବାସସ୍ଥାନରୁ ବଳପୂର୍ବକ ହଟାଇ ଦିଆଯାଇଛି ଏବଂ ଯେ ଅନ୍ୟ ସ୍ଥାନରେ ଶରଣ ପାଇ ରହିବାକୁ ଚାହେଁ

ଉଦାହରଣ : ଶରଣାର୍ଥୀ ସଲମାନ ଏବେ ଆମେରିକାରେ ରହୁଛି


ଅନ୍ୟ ଭାଷାରେ ଅନୁବାଦ :

जो अपने निवास-स्थान से बलपूर्वक हटा दिया गया हो तथा दूसरी जगह शरण पाकर रहना चाहता हो।

शरणार्थी सलमान अभी अमेरिका में रह रहा है।
रिफ्यूजी, शरणार्थी