ଅର୍ଥ : ମୃତବ୍ୟକ୍ତିକୁ ଶ୍ମଶାନପର୍ଯ୍ୟନ୍ତ ବୋହି ନେଉଥିବା ବ୍ୟକ୍ତି
ଉଦାହରଣ :
ଶବବାହକମାନେ ପିଲାଟିର ଶବକୁ ଶ୍ମଶାନରେ ପୋତିଦେଲେ
ସମକକ୍ଷ : ମୁର୍ଦାଫରାସ, ମୁର୍ଦାରଫରାସ
ଅନ୍ୟ ଭାଷାରେ ଅନୁବାଦ :
मृतक को श्मशान भूमि तक उठाकर ले जाने वाला व्यक्ति।
प्रेतनिर्हारक ने बच्चे के शव को श्मशान में गाड़ दिया।