ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବ ଯାତ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶବ ଯାତ୍ରା   ବିଶେଷ୍ୟ

ଅର୍ଥ : ମୃତ ବ୍ୟକ୍ତି ବା ଲାସକୁ ତାହାର ଶେଷ କ୍ରିୟା ନିମନ୍ତେ ଶ୍ମଶାନ,କବରଖାନା ଆଦିକୁ ନେବା ଯାତ୍ରା

ଉଦାହରଣ : ମଦର ଟେରେସାଙ୍କ ଶବ ଯାତ୍ରାରେ ଲକ୍ଷଲକ୍ଷ ଲୋକ ସାମିଲ ହୋଇଥିଲେ

ସମକକ୍ଷ : ଅନ୍ତିମ ଯାତ୍ରା


ଅନ୍ୟ ଭାଷାରେ ଅନୁବାଦ :

शव के साथ-साथ कुछ लोगों का श्मशान तक जाने का उपक्रम।

समर सिंह की शवयात्रा में लाखो लोग उमड़ पडे़ थे।
अंतिम यात्रा, शव यात्रा, शवयात्रा

A funeral procession.

cortege