ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶପଥ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶପଥ କରିବା   ବିଶେଷ୍ୟ

ଅର୍ଥ : ସଂକଳ୍ପ କରିବା କ୍ରିୟା ବା ଭାବ

ଉଦାହରଣ : ସଂକଳ୍ପ କରିବା ପରେ ସେ ଦୁଇଗୁଣ ଉତ୍ସାହରେ ନିଜ କାମରେ ଲାଗିଗଲେ

ସମକକ୍ଷ : ବ୍ରତ କରିବା, ସଂକଳ୍ପ କରିବା


ଅନ୍ୟ ଭାଷାରେ ଅନୁବାଦ :

संकल्प करने की क्रिया या भाव।

संकल्पन के बाद वह दूने उत्साह से अपने कार्य में लग गया।
निश्चयन, व्रत धारण, संकल्पन, संकल्पना

ଶପଥ କରିବା   କ୍ରିୟାପଦ

ଅର୍ଥ : ଦୃଢ଼ତାପୂର୍ବକ କହିବା (ସତ୍ୟତା ଉପରେ ଯୋର ଦେବା ହେତୁ)

ଉଦାହରଣ : ମୁଁ ରାଣ ଖାଉଛି କି ମୁଁ ଚୋରି କରିନାହିଁ

ସମକକ୍ଷ : ଦୁହାଇ କରିବା, ପ୍ରତିଜ୍ଞା କରିବା, ରାଣ ଖାଇବା, ରାଣ ପକାଇବା


ଅନ୍ୟ ଭାଷାରେ ଅନୁବାଦ :

अपने कथन की सत्यता प्रमाणित करने के उद्देश्य से ईश्वर, देवता अथवा किसी पूज्य या अतिप्रिय व्यक्ति, वस्तु आदि की दुहाई देते हुए दृढ़तापूर्वक अपनी बात कहना (प्रायः अपनी बात पर जोर देने हेतु)।

मैं माँ की कसम खाता हूँ कि मैंने चोरी नहीं की।
कसम उठाना, कसम खाना, कसम लेना, शपथ लेना, सौगंध उठाना, सौगंध खाना, सौगंध लेना, सौगन्ध उठाना, सौगन्ध खाना, सौगन्ध लेना

To declare or affirm solemnly and formally as true.

Before God I swear I am innocent.
affirm, assert, aver, avow, swan, swear, verify