ଅର୍ଥ : ରାମାୟଣରେ ବର୍ଣ୍ଣିତ ଥିବା ଗୋଟିଏ ବୀର ବାନର
ଉଦାହରଣ :
ସୀତା ମା’ଙ୍କୁ ଖୋଜିବା ଲାଗି ଉତ୍ତରକୁ ଯାଇଥିବା ବାନରଦଳର ମୁଖ୍ୟ ଥିଲେ ଶତବଳୀ
ଅନ୍ୟ ଭାଷାରେ ଅନୁବାଦ :
एक वीर वानर जिनका वर्णन रामायण में मिलता है।
सीता माता की खोज में उत्तर की ओर जानेवाले वानरी दल के नायक शतबलि थे।An imaginary being of myth or fable.
mythical being