ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଙ୍ଖାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଙ୍ଖାରି   ବିଶେଷ୍ୟ

ଅର୍ଥ : ଶଙ୍ଖରେ ବସ୍ତୁ ତିଆରି କରିବା ଓ ବିକ୍ରୀ କରୁଥିବା ବ୍ୟକ୍ତି

ଉଦାହରଣ : ସୀମା ଶଙ୍ଖାରି ପାଖରୁ ଚୁଡ଼ି, ହାର ଆଦି କିଣି ଆଣିଛି


ଅନ୍ୟ ଭାଷାରେ ଅନୁବାଦ :

शंख से वस्तुएँ बनाने तथा बेचने वाला व्यक्ति।

सीमा शांखिक के पास से चूड़ी, हार आदि खरीद लाई है।
शंखकार, शांखिक, शाङ्खिक

ଅର୍ଥ : ଶଙ୍ଖ ବିକ୍ରିକରୁଥିବା ଜାତି

ଉଦାହରଣ : ଶଙ୍ଖାରି ଜାତିର ଲୋକମାନେ ସମୁଦ୍ର କୂଳରେ ରହୁଥିଲେ

ସମକକ୍ଷ : ଶଂଖାରି, ଶଂଖାରି ଜାତି, ଶଙ୍ଖାରି ଜାତି


ଅନ୍ୟ ଭାଷାରେ ଅନୁବାଦ :

शंख बेचने वाली जाति।

शांखरि जाति के लोग समुद्र किनारे रहते थे।
शांखरि, शांखरि जाति, शाङ्खरि, शाङ्खरि जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ଅର୍ଥ : ଚୂଡ଼ି ବିକୁଥିବା ଲୋକ

ଉଦାହରଣ : ଚୂଡ଼ିବାଲା ଗାଁଗାଁ ବୁଲି ଚୂଡ଼ି ବିକୁଛି

ସମକକ୍ଷ : ଚୂଡ଼ିବାଲା, ଚୂଡ଼ିବିକାଳି


ଅନ୍ୟ ଭାଷାରେ ଅନୁବାଦ :

वह जो चूड़ियाँ बेचता हो।

मनिहार गाँव-गाँव घूमकर चूड़ियाँ बेच रहा है।
चुड़िहार, चुड़िहारा, चुरीहार, चुरीहारा, चूड़ीहार, चूड़ीहारा, चूरिहार, चूरिहारा, मनियारा, मनिहार, मनिहारा