ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରଥ ଭଳି ଏକ ବଳଦ ଗାଡ଼ି
ଉଦାହରଣ : ସେ (ଯାତ୍ରୀବାହୀ)ବଳଦ ଗାଡ଼ି ଚଳାଉଛି
ସମକକ୍ଷ : ବଳଦ ଗାଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
रथ की तरह की एक बैल-गाड़ी।
ଅର୍ଥ : ବୋଝ ବୋହୁଥିବା ଏକ ପ୍ରକାର ଗାଡ଼ି
ଉଦାହରଣ : କୃଷକ ଶଗଡ଼ ଉପରେ ଶସ୍ୟ ଲଦୁଛି
ସମକକ୍ଷ : ବଳଦଗାଡ଼ି
बोझा ढोने की एक प्रकार की गाड़ी।
ଅର୍ଥ : ଏକ ହାଲୁକା,ଛୋଟ ଗ୍ରାମାଞ୍ଚଳ ଗାଡ଼ି
ଉଦାହରଣ : ଶଗଡ଼ରେ ଖତଆଦି ବୁହାଯାଏ
एक हल्की, छोटी देहाती गाड़ी।
ଅର୍ଥ : ଏକ ପ୍ରକାର ବଳଦଗାଡ଼ି
ଉଦାହରଣ : କୃଷକ ଶଗଡ଼ରେ ଆଖୁ ଲଦୁଛି
ସମକକ୍ଷ : ବଳଦଗାଡ଼ି, ଶଗଡ଼ଗାଡ଼ି
एक प्रकार की बैलगाड़ी।
ଅର୍ଥ : ଏକ ପ୍ରକାରର ବଳଦଗାଡ଼ି
ଉଦାହରଣ : କୃଷକ ଶଗଡ଼ ଉପରେ ଧାନ ବସ୍ତା ଲଦୁଛି
ଅର୍ଥ : ଶସ୍ୟ,ଭୁସି ଆଦି ଲଦିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାର ବଳଦଗାଡ଼ି
ଉଦାହରଣ : ମଜୁରିଆ ଶଗଡ଼ ଉପରେ ଭୁସି ଲଦୁଛି
अनाज,भूसा आदि लदने की एक प्रकार की बैलगाड़ी।
ସଂସ୍ଥାପନ କରନ୍ତୁ