ଅର୍ଥ : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି
ଉଦାହରଣ :
ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ
ସମକକ୍ଷ : ଅନ୍ତ, ଅବଧ୍ୱଂସ, ଧ୍ୱଂସ, ନାଶ, ବିଧ୍ୱଂସ, ବିନାଶ, ବିଲୋପ, ସଂହାର
ଅନ୍ୟ ଭାଷାରେ ଅନୁବାଦ :
किसी चीज़ के अस्तित्व की समाप्ति।
पर्यावरण की देखभाल न करने से सृष्टि के विनाश की संभावना है।An event (or the result of an event) that completely destroys something.
demolition, destruction, wipeoutଅର୍ଥ : ବ୍ୟାକରଣରେ ଗୋଟିଏ ନିୟମ
ଉଦାହରଣ :
ଲୋପ ଅନୁସାରେ ଶବ୍ଦ-ସାଧନରେ କିଛି ବର୍ଣ୍ଣ ବାହାର କରାଯାଏ ବା ଛାଡ଼ି ଦିଆଯାଏ
ଅନ୍ୟ ଭାଷାରେ ଅନୁବାଦ :