ଅର୍ଥ : ମହାରାଷ୍ଟ୍ରର ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ
ଉଦାହରଣ :
ସ୍ୱତନ୍ତ୍ରତା ଆମର ଜନ୍ମଗତ ଅଧିକାର- ଏହି ଧ୍ୱନି ଆମକୁ ବାଳ ଗଙ୍ଗାଧର ତିଳକ ଦେଇଛନ୍ତି
ସମକକ୍ଷ : ଗଙ୍ଗାଧର ତିଳକ, ବାଳ ଗଙ୍ଗାଧର ତିଳକ
ଅନ୍ୟ ଭାଷାରେ ଅନୁବାଦ :
महाराष्ट्र के एक प्रसिद्ध स्वतंत्रता सेनानी।
स्वतंत्रता हमारा जन्म सिद्ध अधिकार है यह नारा बाल गंगाधर तिलक ने ही हमें दिया था।