ଅର୍ଥ : ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
ଉଦାହରଣ :
ପ୍ରତ୍ୟେକ ବ୍ୟକ୍ତିଙ୍କର ପସନ୍ଦ ଅଲଗା ଅଲଗା ଏ କାରରେ କେବଳ ଦୁଇଜଣ ବ୍ୟକ୍ତି ହିଁ ବସିପାରିବେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏରୁ ଅଧିକ ବ୍ୟକ୍ତି
ଉଦାହରଣ :
ଲୋକଙ୍କ ମଙ୍ଗଳପାଇଁ କାମ କରିବା ଉଚିତ୍
ସମକକ୍ଷ : ଗଣ, ଜନଗଣ, ଜନମାନବ, ସମୂହ
ଅନ୍ୟ ଭାଷାରେ ଅନୁବାଦ :
The common people generally.
Separate the warriors from the mass.ଅର୍ଥ : ବିଶ୍ବର କୌଣସି ବିଶିଷ୍ଟ ଅଂଶ ବା ସ୍ଥାନ ଯେଉଁଠି କିଛି ଅଲଗା ପ୍ରକାରର ଜୀବ ବା ପ୍ରାଣୀ ରହନ୍ତି
ଉଦାହରଣ :
ଜୀବଲୋକ,ଦେବଲୋକ,ବ୍ରହ୍ମଲୋକ,ମନୁଷ୍ୟଲୋକ ଆଦି କେତେ ଲୋକ ଅଛି
ଅନ୍ୟ ଭାଷାରେ ଅନୁବାଦ :
विश्व का कोई विशिष्ट भाग या स्थान जिसमें कुछ अलग प्रकार के जीव या प्राणी रहते हैं।
जीवलोक, देवलोक, ब्रह्मलोक, मनुष्यलोक आदि कई लोक हैं।ଅର୍ଥ : ପୃଥିବୀର ତଳେ-ଉପରେ କିଛି କଳ୍ପିତ ସ୍ଥାନ ପୁରାଣ ଅନୁସାରେ ଯାହାର ସଂଖ୍ୟା ଚଉଦ
ଉଦାହରଣ :
ଧର୍ମଗ୍ରନ୍ଥ ଅନୁସାରେ ଉପରେ ସାତ ଓ ତଳେ ସାତ ଲୋକ ଅଛି
ସମକକ୍ଷ : ଭୁବନ
ଅନ୍ୟ ଭାଷାରେ ଅନୁବାଦ :
A place that exists only in imagination. A place said to exist in fictional or religious writings.
fictitious place, imaginary place, mythical placeଅର୍ଥ : ଏକ ଉଚ୍ଚ ସ୍ତରରେ ଲୋକମାନଙ୍କଦ୍ୱାରା ଯଥା ନାଗରୀକମାନଙ୍କଦ୍ୱାରା ସ୍ୱୀକୃତ ବା ମାନ୍ୟ ପ୍ରଦାନ କରାଯାଇଥିବା
ଉଦାହରଣ :
ଭାରତରେ ଲୋକମତ ଆଧାର ଉପରେ ହିଁ ସରକାର ଗଢ଼ାହୁଏ ଭାରତରେ ଲୋକ ଶାସନ ରହିଛି
ସମକକ୍ଷ : ଗଣ
ଅନ୍ୟ ଭାଷାରେ ଅନୁବାଦ :
Carried on by or for the people (or citizens) at large.
The popular vote.