ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଖାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଖାଇବା   ବିଶେଷ୍ୟ

ଅର୍ଥ : ଲେଖାଇବା କାମ

ଉଦାହରଣ : ଗୁରୁଜୀ ପିଲାଙ୍କୁ ବର୍ଣ୍ଣବୋଧ ଲେଖାଇବା ପରେ ବର୍ତ୍ତମାନ ପଣିକିଆ ଲେଖାଉଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

लिखवाने का काम।

अध्यापकजी बच्चों से ककहरा लिखवाई के बाद अब पहाड़ा लिखवा रहे हैं।
लिखवाई

ଲେଖାଇବା   କ୍ରିୟାପଦ

ଅର୍ଥ : ଅନ୍ୟ କାହାଦ୍ୱାରା ଲେଖିବାକାମ କରାଇବା

ଉଦାହରଣ : ମାଆ ପିଲାଟିଦ୍ୱାରା ଚିଠି ଲେଖାଉଛନ୍ତି

ସମକକ୍ଷ : ଲିଖନ କରାଇବା, ଲିପିବଦ୍ଧ କରାଇବା


ଅନ୍ୟ ଭାଷାରେ ଅନୁବାଦ :

लिखने का काम दूसरे से कराना।

माँ बच्चे से पत्र लिखवा रही है।
लिखवाना, लिखाना

Say out loud for the purpose of recording.

He dictated a report to his secretary.
dictate