ଅର୍ଥ : ନିମ ଗଛର ମଞ୍ଜି
ଉଦାହରଣ :
ନିମ ମଞ୍ଜିର ଚୂର୍ଣ୍ଣ ତିଆରି କରି କୀଟ ନାଶକ ରୂପରେ ବ୍ୟବହାର କରାଯାଏ
ସମକକ୍ଷ : ନିମ ମଞ୍ଜି, ନିମ୍ବ ମଞ୍ଜି
ଅନ୍ୟ ଭାଷାରେ ଅନୁବାଦ :
नीम पेड़ का बीज।
नीम-बीज का पावडर बना कर कीटनाशक के रूप में उपयोग करते है।A mature fertilized plant ovule consisting of an embryo and its food source and having a protective coat or testa.
seed