ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲିଙ୍ଗହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲିଙ୍ଗହୀନ   ବିଶେଷଣ

ଅର୍ଥ : ଯାହାର କୌଣସି ଲିଙ୍ଗ ନର୍ଣ୍ଣୟ କରିହୁଏ ନାହିଁ

ଉଦାହରଣ : ଲିଙ୍ଗହୀନ ଶିବଙ୍କଠାରୁ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ,ପଞ୍ଚ ମହାଭୂତ, ମନ ଏବଂ ସ୍ଥୁଳ-ସୂକ୍ଷ୍ମ ଜଗତ ଉତ୍ପନ୍ନ ହୋଇଥାଏ

ସମକକ୍ଷ : ଅଲିଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

जिसमें कोई लिंग (स्त्री पुरुष का चिह्न अथवा किसी प्रकार का लक्षण) न हो।

अलिंग शिव से पंच ज्ञानेन्द्रियाँ, पंच कर्मेन्द्रियाँ, पंच महाभूत, मन और स्थूल सूक्ष्म जगत उत्पन्न होता है।
अलिंग, अलिङ्ग, लिंगरहित, लिङ्गरहित

Having no or imperfectly developed or nonfunctional sex organs.

neuter, sexless

ଅର୍ଥ : ଯେଉଁଥିରେ ଲିଙ୍ଗ ସୂଚକ ତତ୍ତ୍ବ ନାହିଁ ତଥା ଏଥିପାଇଁ ଦୁଇଟି ଲିଙ୍ଗ ସମାନ ରୂପରେ ପ୍ରଯୁକ୍ତ ହୋଇଥାଏ

ଉଦାହରଣ : ତୁମେ, ଏହା, ଆମେ ଆଦି ଲିଙ୍ଗହୀନ ଶବ୍ଦ


ଅନ୍ୟ ଭାଷାରେ ଅନୁବାଦ :

जिसमें लिंग का सूचक तत्त्व न हो और इसी लिए जो दोनों लिगों में समान रूप से प्रयुक्त होता हो (शब्द)।

तुम, वह, हम आदि अलिंग शब्द हैं।
अलिंग, अलिङ्ग

Of grammatical gender.

`it' is the third-person singular neuter pronoun.
neuter