ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଭାର୍ଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଭାର୍ଥୀ   ବିଶେଷ୍ୟ

ଅର୍ଥ : କୌଣସି ପ୍ରକାରର ଲାଭରେ ଆଶାରଖିଥିବା ବ୍ୟକ୍ତି

ଉଦାହରଣ : ଖରଦିଦାର ସର୍ବଦା ଲାଭାର୍ଥୀ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

वह जो किसी प्रकार के लाभ की कामना करता हो।

खरीददार हमेशा लाभार्थी होता है।
लाभार्थी

ଅର୍ଥ : ଯାହାଙ୍କ କୌଣସି କଥାରେ ବା ବ୍ୟବସ୍ଥାରେ ଯେ କୌଣସି ଆର୍ଥିକ ଲାଭ ହୋଇଥାଏ ବା ଭବିଷ୍ୟତରେ ହେବାର ସମ୍ଭାବନା ଥାଏ

ଉଦାହରଣ : ଏହିଠାରେ ଆପଣ ନିଜଖାତାରେ ହିତାଧିକାରୀଙ୍କ ନାମ ଓ ଠିକଣା ଲେଖନ୍ତୁ

ସମକକ୍ଷ : ହିତାଧିକାରୀ


ଅନ୍ୟ ଭାଷାରେ ଅନୁବାଦ :

वह जिसे किसी बात या व्यवस्था से कोई आर्थिक लाभ हो रहा हो या भविष्य में होने को हो।

यहाँ पर आप अपने खाते के हिताधिकारी का नाम पता लिखिए।
लाभधारक, लाभप्राप्ता, लाभार्थी, हिताधिकारी

The recipient of funds or other benefits.

beneficiary, donee