ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଭାନ୍ୱିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଭାନ୍ୱିତ   ବିଶେଷଣ

ଅର୍ଥ : ଯାହାଙ୍କୁ ଲାଭ ମିଳିଛି

ଉଦାହରଣ : ଏହି ଯୋଜନାଦ୍ୱାରା କେତେକ ଲୋକ ଲାଭାନ୍ୱିତ ହୋଇଛନ୍ତି ଗ୍ରାମବିକାଶ ଯୋଜନାଦ୍ୱାରା ଲାଭାନ୍ୱିତ ଗ୍ରାମବାସୀ, ସରକାରଙ୍କ ନୀତିରେ ବହୁତ ପ୍ରସନ୍ନ ଅଛନ୍ତି

ସମକକ୍ଷ : ଲାଭପ୍ରାପକ


ଅନ୍ୟ ଭାଷାରେ ଅନୁବାଦ :

जिसे लाभ प्राप्त हुआ हो।

ग्राम विकास योजनाओं द्वारा लाभान्वित ग्रामीण, सरकार की नीति से बहुत प्रसन्न हैं।
लाभ प्राप्तकर्ता, लाभांवित, लाभान्वित