ଅର୍ଥ : କୌଣସି ବ୍ୟବସାୟରେ ହୋଇଥିବା ଆର୍ଥିକ ଲାଭାଂଶ ଯାହା ବ୍ୟବସାୟରେ ଟଙ୍କା ଲଗାଇଥିବା ସବୁ ଅଂଶୀଦାରମାନଙ୍କୁ ସେମାନଙ୍କ ଭାଗ ଅନୁସାରେ ମିଳେ
ଉଦାହରଣ :
ମେଟ୍ରୋ କମ୍ପାନୀରୁ ମିଳିଥିବା ଲାଭାଂଶକୁ ଶେଖର ଅନ୍ୟ କମ୍ପାନୀରେ ଲଗାଇଲା
ଅନ୍ୟ ଭାଷାରେ ଅନୁବାଦ :
किसी व्यापार से होने-वाले आर्थिक लाभ का वह अंश जो उस व्यापार में रुपए लगाने वाले सब हिस्सेदारों को उनके हिस्से के अनुसार मिलता है।
मैट्रो कंपनी से मिले लाभांश को शेखर ने दूसरी कंपनी में लगाया।A bonus. Something extra (especially a share of a surplus).
dividendଅର୍ଥ : ଲାଭର ଏହି ଅଂଶ ଯାହା ନିୟୋଜକ କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ
ଉଦାହରଣ :
ଏ ବର୍ଷ ହାରାହାରି ଦଶ ହଜାର ଟଙ୍କା ବୋନସ ମିଳିଛି
ଅନ୍ୟ ଭାଷାରେ ଅନୁବାଦ :