ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଠିମାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଠିମାଡ଼   ବିଶେଷ୍ୟ

ଅର୍ଥ : ଭିଡ଼କୁ ଇତସ୍ତତଃ କରିବା ବା ହଟାଇବାପାଇଁ ପୋଲିସ ଆଦିଦ୍ୱାରା ଲାଠିରେ ପ୍ରହାର କରିବାର କ୍ରିୟା

ଉଦାହରଣ : ପୋଲିସ ଲାଠିପ୍ରହାର କରିବାମାତ୍ରେ ଧାଁ ଧଉଡ଼ ଆରମ୍ଭ ହୋଇଗଲା

ସମକକ୍ଷ : ଲାଠିଚାର୍ଜ୍, ଲାଠିପ୍ରହାର


ଅନ୍ୟ ଭାଷାରେ ଅନୁବାଦ :

भीड़ को तितर-बितर करने या हटाने के लिए पुलिस आदि द्वारा लाठी से प्रहार करने की क्रिया।

पुलिस के लाठी-चार्ज करते ही भगदड़ मच गई।
लाठी चार्ज, लाठी-चार्ज, लाठीचार्ज