ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଇଟହାଉସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଇଟହାଉସ   ବିଶେଷ୍ୟ

ଅର୍ଥ : ଏକ ଉଚ୍ଚ କୋଠାଘର, ବିଶେଷତଃ ସମୁଦ୍ରରେ ନିର୍ମାଣ କରାଯାଇଥିବା ଗୃହ ଯେଉଁଠୁ ପ୍ରଚଣ୍ଡ ଆଲୋକ ବାହାରି ଚାରିଆଡ଼କୁ ଖେଳିଯାଏ

ଉଦାହରଣ : ବତୀଘର ସମୁଦ୍ରରେ ଜାହାଜଗୁଡ଼ିକୁ ମାର୍ଗ ଦେଖାଏ

ସମକକ୍ଷ : ପ୍ରକାଶଗୃହ, ବତୀଘର


ଅନ୍ୟ ଭାଷାରେ ଅନୁବାଦ :

वह ऊँची इमारत, विशेषतः समुद्र में बनी हुई इमारत, जहाँ से बहुत प्रबल प्रकाश निकलकर चारों ओर फैलता हो।

प्रकाश-गृह समुद्री जहाज़ों का मार्गदर्शन करता है।
दीप गृह, दीप-गृह, दीपगृह, प्रकाश गृह, प्रकाश घर, प्रकाश स्तंभ, प्रकाश स्तम्भ, प्रकाश-गृह, प्रकाश-घर, प्रकाश-स्तंभ, प्रकाश-स्तम्भ, प्रकाशगृह, प्रकाशघर, प्रकाशस्तंभ, प्रकाशस्तम्भ, रोशनी घर, रोशनी-घर, रोशनीघर

A tower with a light that gives warning of shoals to passing ships.

beacon, beacon light, lighthouse, pharos