ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଫାଫା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଫାଫା   ବିଶେଷ୍ୟ

ଅର୍ଥ : କାଗଜର ଏକ ଚାରିକୋଣିଆ ଘର ବା ଆଚ୍ଛାଦନ ଯାହା ଭିତରେ ଚିଠିଆଦି ରଖାଯାଏ

ଉଦାହରଣ : ବାପାଙ୍କଦ୍ୱାରା ପଠା ଯାଇଥିବା ଲଫାଫା ପାଇ ସେ ବହୁତ ଖୁସି ହେଲା


ଅନ୍ୟ ଭାଷାରେ ଅନୁବାଦ :

कागज का वह चौकोर घर या पुट जिसके अंदर चिट्ठियाँ आदि रखी जाती हैं।

पिताजी द्वारा भेजा हुआ लिफाफा पाकर वह बहुत प्रसन्न हुआ।
लिफ़ाफ़ा, लिफाफा