ଅର୍ଥ : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
ଉଦାହରଣ :
ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲଦିବାର କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଶେଠ ଶ୍ରମିକମାନଙ୍କଦ୍ୱାରା ଟ୍ରକରେ ଜିନିଷ ଲଦାଇଲେ
ସମକକ୍ଷ : ଥୁଆଇବା, ବୋଝେଇ କରାଇବା
ଅନ୍ୟ ଭାଷାରେ ଅନୁବାଦ :