ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜମି ଉପରେ ମାଡ଼ୁଥିବା ବା କାହାରି ଆଶ୍ରୟ ନେଇ ଚଢ଼ୁଥିବା କୋମଳ ପତଳା ଗଛ
ଉଦାହରଣ : ଲତା ବଡ଼ ଗଛ ସାହାଯ୍ୟରେ ଉପରକୁ ମାଡ଼ିଯାଏ
ସମକକ୍ଷ : ବଲ୍ଲୀ, ଲଟି
ଅନ୍ୟ ଭାଷାରେ ଅନୁବାଦ :हिन्दी English
जमीन पर फैलने या किसी आधार पर चढ़ने वाला कोमल पतला पौधा।
A plant with a weak stem that derives support from climbing, twining, or creeping along a surface.
ଅର୍ଥ : ଛୋଟ ଲତା
ଉଦାହରଣ : ଝାଡ ଉପରେ ଲତିକା ମାଡିଛି
ସମକକ୍ଷ : ଲତିକା
छोटी लता।
ସଂସ୍ଥାପନ କରନ୍ତୁ