ଅର୍ଥ : କୌଣସି ବସ୍ତୁ ଲଗାଇବା ବା ଅଧିସ୍ଥାପିତ କରିବାର କ୍ରିୟା
ଉଦାହରଣ :
ଟେଲିଫୋନ ଅଧିସ୍ଥାପନରେ ଅଧିକ ସମୟ ଲାଗିବ ନାହିଁ
ସମକକ୍ଷ : ଅଧିସ୍ଥାପନ
ଅନ୍ୟ ଭାଷାରେ ଅନୁବାଦ :
The act of installing something (as equipment).
The telephone installation took only a few minutes.