ଅର୍ଥ : ରାଗରେ ଘୋର ଶବ୍ଦ କରିବା
ଉଦାହରଣ :
ବାହାରେ ତ ପାଟି ବନ୍ଦ ରହୁଛି କିନ୍ତୁ ଘରେ ଏତେ ଗର୍ଜନ କରୁଛି
ସମକକ୍ଷ : ଗର୍ଜନକରିବା, ଚିଲ୍ଲେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୋରରେ କହିବା
ଉଦାହରଣ :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
ସମକକ୍ଷ : ଗର୍ଜନ କରିବା, ଚିତ୍କାର କରିବା, ଚିଲ୍ଲାଇବା
ଅନ୍ୟ ଭାଷାରେ ଅନୁବାଦ :