ଅର୍ଥ : ପୀଡ଼ା, ଦୁଃଖ, ସୁଖ, କ୍ରୋଧଆଦିର ଭାବାବେଗରୁ ଆଖିରୁ ଅଶ୍ରୁ ବହିବା
ଉଦାହରଣ :
ନିଜ ମାଆଠାରୁ ଦୂରେଇରହିବା କାରଣରୁ ଶ୍ୟାମ କାନ୍ଦୁଥିଲା
ସମକକ୍ଷ : ଅଶ୍ରୁପାତ କରିବା, କାନ୍ଦିବା, କ୍ରନ୍ଦନ କରିବା, ଲୁହ ଗଡ଼ାଇବା
ଅନ୍ୟ ଭାଷାରେ ଅନୁବାଦ :
पीड़ा, दुख, सुख, क्रोध,आदि के भावातिरेक में आँख से आँसू गिराना।
अपनी माँ से बिछुड़ने के कारण श्याम रो रहा था।