ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ତୁଳାଭରା ଘୋଡ଼ିବା ଜିନିଷ
ଉଦାହରଣ : ଅଧିକ ଥଣ୍ଡାରୁ ରକ୍ଷା ପାଇବାପାଇଁ ଲୋକେ ରେଜେଇ ଘୋଡ଼ିହୋଇ ଶୁଅନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार का रूईदार ओढ़ना।
Bedding made of two layers of cloth filled with stuffing and stitched together.
ଅର୍ଥ : ଏକ ପ୍ରକାରର ବଡ଼ ଓ ମୋଟା ଚାଦର
ଉଦାହରଣ : ଜେଜେ ଥଣ୍ଡାରୁ ରକ୍ଷାପାଇବାପାଇଁ ରେଜେଇ ଘୋଡ଼େଇ ହୋଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार की बड़ी और मोटी चादर।
ଅର୍ଥ : ବିଛାଇବାପାଇଁ ହାଲୁକା ତୁଳାର ଗଦି
ଉଦାହରଣ : ଜେଜେ ରେଜେଇ ଉପରେ ଶୁଅନ୍ତିନାହିଁ
ସମକକ୍ଷ : ତୋଷକ, ଶେଯ
बिछाने का हल्का रुईदार गद्दा।
ସଂସ୍ଥାପନ କରନ୍ତୁ