ଅର୍ଥ : ଆଇନ ଅନୁସାରେ କୌଣସି ପ୍ରତିଜ୍ଞାପତ୍ରକୁ ସରକାରୀ ପଞ୍ଜିକାରେ ଲିପିବଦ୍ଧ କରିବାର କାମ
ଉଦାହରଣ :
କାଲି ମୋତେ କୋଠାର ରେଜିଷ୍ଟ୍ରୀ କରାଇବା ପାଇଁ କଚେରୀ ଯିବାକୁ ପଡିବ
ସମକକ୍ଷ : ପଞ୍ଜିକରଣ
ଅନ୍ୟ ଭାଷାରେ ଅନୁବାଦ :
कानून के अनुसार किसी लिखित प्रतिज्ञापत्र को सरकारी रजिस्टरों में दर्ज कराने का काम।
कल मुझे मकान की रजिस्ट्रीकरण के लिए कचहरी जाना पड़ेगा।