ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେକ୍ଟମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେକ୍ଟମ   ବିଶେଷ୍ୟ

ଅର୍ଥ : ବୃହଦନ୍ତ୍ରର ଶେଷଭାଗ ଯାହାର ନଳୀ ମଳ ଦ୍ୱାରରେ ଖୋଲେ ତଥା ଯେଉଁଥିରେ ମଳ ଏକତ୍ର ହୁଏ

ଉଦାହରଣ : ପ୍ରୟୋଗଶାଳାରେ ଗବେଷକ ଠେକୁଆ ମଳାଶୟର ଅଧ୍ୟୟନ କରୁଛନ୍ତି

ସମକକ୍ଷ : ମଳଥଳି, ମଳାଶୟ


ଅନ୍ୟ ଭାଷାରେ ଅନୁବାଦ :

बड़ी आँत का अन्तिम भाग जिसका सिरा मलद्वार में खुलता है तथा जिसमें मल एकत्र होता है।

शोधकर्ता प्रयोगशाला में खरगोश के मलाशय का अध्ययन कर रहा है।
मलथैली, मलाशय, रेक्टम, रैक्टम

The terminal section of the alimentary canal. From the sigmoid flexure to the anus.

rectum