ଅର୍ଥ : ଯେଉଁ ପୁସ୍ତକରେ କୌଣସି ବ୍ୟକ୍ତି, ବସ୍ତୁଆଦି ବିଷୟରେ ପରିଚୟ ବା ସୂଚନା ସୂଚୀତ କରାଯାଏ ବା ଲେଖାଯାଏ
ଉଦାହରଣ :
ନିଆଁ ଲାଗିବାରୁ ବ୍ୟାଙ୍କର ସବୁ ରେକର୍ଡ଼ ଜଳି ନଷ୍ଟ ହୋଇଗଲା
ସମକକ୍ଷ : ରେକର୍ଡ଼ ବୁକ୍, ଲେଖା ପୁସ୍ତକ
ଅନ୍ୟ ଭାଷାରେ ଅନୁବାଦ :
वह पुस्तक जिसमें किसी व्यक्ति, वस्तु आदि के बारे में जानकारी या सूचना दर्ज़ की या लिखी होती है।
आग लगने से बैंक के सभी रिकॉर्ड जलकर नष्ट हो गए।A compilation of the known facts regarding something or someone.
Al Smith used to say, `Let's look at the record'.ଅର୍ଥ : କୌଣସି ଭାଷଣ,ବ୍ୟାଖାନ ଆଦିର ରେକର୍ଡ଼ ହୋଇଥିବା ଲେଖାର ନକଲ
ଉଦାହରଣ :
ତୁମେ ଆକାଶବାଣୀକୁ ଏକ ପତ୍ର ଲେଖି ଏହି ରେଡ଼ିଓ କାର୍ଯ୍ୟକ୍ରମର ରେକର୍ଡ଼ ମଗାଇପାର ଏହି ପତ୍ରିକାରେ ଜଣେ ବଡ଼ ନେତାଙ୍କ ସାକ୍ଷାତ୍କାରର ରେକର୍ଡ଼ ଛପାହୋଇଛି
ସମକକ୍ଷ : ପ୍ରତିଲେଖ
ଅନ୍ୟ ଭାଷାରେ ଅନୁବାଦ :
किसी भाषाण, व्याख्यान आदि के अभिदिष्ट या अभिलिखित लेख की प्रतिलिपि।
तुम इस रेडियो कार्यक्रम का प्रतिलेख आकाशवाणी को एक पत्र लिख कर मँगवा सकती हो।Something written, especially copied from one medium to another, as a typewritten version of dictation.
transcription, written textଅର୍ଥ : ଯେଉଁ ଚକ୍ରାକାର ବସ୍ତୁ ଉପରେ ଧ୍ୱନି ଅଭିଲେଖନ କରାଯାଏ
ଉଦାହରଣ :
ସେହି ଫିଲ୍ମର ଗୀତଗୁଡ଼ିକର ବହୁତ ଅଧିକ ରେକର୍ଡ଼ ବିକ୍ରିହେଲା
ସମକକ୍ଷ : ଡିସ୍କ
ଅର୍ଥ : ଯାହାର ପଞ୍ଜିକରଣ ହୋଇଅଛି
ଉଦାହରଣ :
ନବଜାତ ଶିଶୁର ନାମ ପଞ୍ଜିକରଣ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
जिसका पंजीकरण हो चुका हो।
मेरे भाई का पंजीकृत गोदनामा हुआ था।Listed or recorded officially.
Record is made of `registered mail' at each point on its route to assure safe delivery.