ଅର୍ଥ : ତୁର୍କିସ୍ତାନର ନିବାସୀ
ଉଦାହରଣ :
ତୁର୍କୀମାନେ ଭାରତ ଉପରେ ବାରମ୍ବାର ଆକ୍ରମଣ କଲେ
ସମକକ୍ଷ : ତୁର୍କ, ତୁର୍କିସ୍ତାନବାସୀ, ତୁର୍କୀ, ରୂମବାସୀ
ଅନ୍ୟ ଭାଷାରେ ଅନୁବାଦ :
तुर्किस्तान में रहनेवाला व्यक्ति।
तुर्कों ने भारत पर बार-बार आक्रमण किया।A native or inhabitant of Turkey.
turkଅର୍ଥ : ତୁର୍କିସ୍ତାନରେ ବାସ କରିବା ବ୍ୟକ୍ତି
ଉଦାହରଣ :
ଭାରତରେ କେତେକ ତୁର୍କୀଲୋକ ବାସ କରିଛନ୍ତି
ସମକକ୍ଷ : ତୁର୍କ, ତୁର୍କିସ୍ତାନବାସୀ, ତୁର୍କୀ, ରୂମବାସୀ
ଅନ୍ୟ ଭାଷାରେ ଅନୁବାଦ :
तुर्किस्तान में निवास करनेवाला।
भारत में कई तुर्क लोग बस गए हैं।ଅର୍ଥ : ତୁର୍କିସ୍ତାନର ବା ତୁର୍କିସ୍ତାନ ସହିତ ସମ୍ବନ୍ଧିତ
ଉଦାହରଣ :
ଏହି ତୁର୍କୀ ଟୋପି ତୁମକୁ କେଉଁଠାରୁ ମିଳିଲା
ସମକକ୍ଷ : ତୁର୍କୀ
ଅନ୍ୟ ଭାଷାରେ ଅନୁବାଦ :