ଅର୍ଥ : ଅଭିଯୁକ୍ତକୁ ଶୁଣାଣି ପର୍ଯ୍ୟନ୍ତ ପ୍ରତୀକ୍ଷା କରିବା ପାଇଁ ପୁନଃ କାରାବାସକୁ ପଠାଇବାର କାର୍ଯ୍ୟ
ଉଦାହରଣ :
ଅପରାଧୀକୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ପୁଲିସକୁ ହସ୍ତାନ୍ତର କରାଗଲା
ସମକକ୍ଷ : ରିମାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
The act of sending an accused person back into custody to await trial (or the continuation of the trial).
remand