ଅର୍ଥ : ରନ୍ଧା ହୋଇ ନ ଥିବା ଖାଦ୍ୟସାମଗ୍ରୀ
ଉଦାହରଣ :
ସେନାବାହିନୀର ସୈନିକମାନେ ବନ୍ୟାଗ୍ରସ୍ତ ଅଞ୍ଚଳରେ ଅରନ୍ଧା ଖାଦ୍ୟସାମଗ୍ରୀ ବାଣ୍ଟୁଛନ୍ତି
ସମକକ୍ଷ : ଅରନ୍ଧା ଖାଦ୍ୟସାମଗ୍ରୀ
ଅନ୍ୟ ଭାଷାରେ ଅନୁବାଦ :
भोजन बनाने का समान जो पकाया न गया हो।
सेना के जवान बाढ़ ग्रस्त इलाक़ों में राशन सामग्री बाँट रहे हैं।