ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଷ୍ଟ୍ରୀୟକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଷ୍ଟ୍ରୀୟକରଣ   ବିଶେଷ୍ୟ

ଅର୍ଥ : ଗୋଟିଏ ରାଷ୍ଟ୍ର ରୂପରେ ହେବା ପ୍ରକ୍ରିୟା

ଉଦାହରଣ : ସ୍ୱତନ୍ତ୍ରତା ମିଳିବା ପରେ ପାକିସ୍ଥାନର ରାଷ୍ଟ୍ରୀୟକରଣ ହେଲା କେବେକେବେ କୌଣସି ପ୍ରଦେଶରେ କିଛି ସ୍ୱାର୍ଥସର୍ବସ୍ୱ ଲୋକ ରାଷ୍ଟ୍ରୀୟକରଣପାଇଁ ଦାବି କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

एक राष्ट्र के रूप में होने या करने की क्रिया।

स्वतंत्रता मिलते ही पाकिस्तान का राष्ट्रीयकरण हुआ।
कभी-कभी किसी प्रदेश के कुछ स्वार्थी लोगों द्वारा राष्ट्रीयकरण की माँग उठाई जाती है।
राष्ट्रीकरण, राष्ट्रीयकरण

The action of forming or becoming a nation.

nationalisation, nationalization

ଅର୍ଥ : କୌଣସି ବ୍ୟକ୍ତିଗତ ସଂସ୍ଥାର ସରକାର ବା ରାଷ୍ଟ୍ରର ନିୟନ୍ତ୍ରଣକୁ ଆସିବାର ପ୍ରକ୍ରିୟା

ଉଦାହରଣ : ଘରୋଇ ବ୍ୟାଙ୍କଗୁଡ଼ିକୁ ରାଷ୍ଟ୍ରୀୟକରଣ କରାଗଲା


ଅନ୍ୟ ଭାଷାରେ ଅନୁବାଦ :

वह जो किसी का निजी हो या जिसपर किसी व्यक्ति आदि का अधिकार हो उसको बदलकर उसपर सरकार या राष्ट्र का नियंत्रण या सत्ता स्थापित करने की क्रिया।

कई सारे निजी बैंकों का राष्ट्रीयकरण किया गया।
राष्ट्रीकरण, राष्ट्रीयकरण

Changing something from private to state ownership or control.

communisation, communization, nationalisation, nationalization