ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଶିମିଠାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଶିମିଠାଇ   ବିଶେଷ୍ୟ

ଅର୍ଥ : ତିଳକୁ କୁଟି ଚିନି ମିଶାଇ ତିଆରି କରାଯାଉଥିବା ଏକ ପ୍ରକାର ମିଠାଇ

ଉଦାହରଣ : ମକର ସଂକ୍ରାନ୍ତିରେ ଘରେଘରେ ରାଶିଲଡ଼ୁ ତିଆରି କରାଯାଏ

ସମକକ୍ଷ : ରାଶିଲଡ଼ୁ


ଅନ୍ୟ ଭାଷାରେ ଅନୁବାଦ :

तिल को कूट कर चीनी मिलाकर बनाई हुई एक प्रकार की मिठाई।

मकर संक्रांति पर घर-घर में तिलकुट बनाया जाता है।
तिलकुट

A food rich in sugar.

confection, sweet