ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାମ୍ପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାମ୍ପିବା   କ୍ରିୟାପଦ

ଅର୍ଥ : ଉପର ବସ୍ତୁ ବା ବସ୍ତୁର ଉପରିଭାଗକୁ ଚାଞ୍ଛି ଅଲଗା କରିବା

ଉଦାହରଣ : ମାଆ କଡ଼େଇକୁ ଓଲଟାଇ ଚାଞ୍ଛୁଛନ୍ତି

ସମକକ୍ଷ : ଚାଞ୍ଛିବା, ଛଡ଼ାଇବା


ଅନ୍ୟ ଭାଷାରେ ଅନୁବାଦ :

ऊपरी वस्तु या वस्तु की तह को छीलकर अलग करना।

माँ पल्टे से कड़ाही खुरच रही है।
कुरेलना, खरोंचना, खरोचना, खुरचना

Cut the surface of. Wear away the surface of.

scrape, scratch, scratch up

ଅର୍ଥ : କଣ୍ଡୁ ନିବାରଣ ପାଇଁ ନଖରେ ରାମ୍ପୁଡ଼ି ହେବା

ଉଦାହରଣ : ଘିମିରିରେ ଅସ୍ତବ୍ୟସ୍ତ ଲୋକ ତା ପିଠି କୁଣ୍ଡାଉଛି

ସମକକ୍ଷ : କୁଣ୍ଡାଇବା, କୁଣ୍ଡେଇବା


ଅନ୍ୟ ଭାଷାରେ ଅନୁବାଦ :

खुजली मिटाने के लिए नाखूनों से अंग रगड़ना।

घमौरी से परेशान व्यक्ति अपनी पीठ खुजला रहा है।
खुजलाना, खुजाना

Scrape or rub as if to relieve itching.

Don't scratch your insect bites!.
itch, rub, scratch