ଅର୍ଥ : ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ
ଉଦାହରଣ :
ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି
ସମକକ୍ଷ : ମଲ୍ଲିକା
ଅନ୍ୟ ଭାଷାରେ ଅନୁବାଦ :
Something personified as a woman who is considered the best or most important of her kind.
Paris is the queen of cities.ଅର୍ଥ : ରାଜଙ୍କ ପତ୍ନୀ
ଉଦାହରଣ :
ରାଜା ଦଶରଥଙ୍କର ତିନି ରାଣୀ ଥିଲେ ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ
ସମକକ୍ଷ : ନୃପ ବଲ୍ଲଭା, ବେଗମ୍, ମଲ୍ଲିକା, ମହିଷୀ, ରାଜପତ୍ନୀ, ରାଜ୍ଞୀ
ଅନ୍ୟ ଭାଷାରେ ଅନୁବାଦ :
राजा की पत्नी।
राजा दशरथ की तीन रानियाँ थीं।ଅର୍ଥ : ସମ୍ରାଟଙ୍କ ପତ୍ନୀ
ଉଦାହରଣ :
କେତେକ ସାମ୍ରାଜ୍ଞୀ ରାଜକାର୍ଯ୍ୟ ଚଳାଇବାପାଇଁ ସମ୍ରାଟଙ୍କୁ ସାହାଯ୍ୟ କରିଥାନ୍ତି
ସମକକ୍ଷ : ରାଜରାଜେଶ୍ୱରୀ, ସମ୍ରାଟ ପତ୍ନୀ, ସାମ୍ରାଜ୍ଞୀ
ଅନ୍ୟ ଭାଷାରେ ଅନୁବାଦ :
सम्राट की पत्नी।
कुछ सम्राज्ञियाँ राज-काज चलाने में सम्राट की मदद करती थीं।A woman emperor or the wife of an emperor.
empressଅର୍ଥ : କୌଣସି ଦେଶ ବା କ୍ଷେତ୍ରଆଦିର ମୁଖ୍ୟ ଶାସିକା
ଉଦାହରଣ :
ରେଜିଆ ସୁଲତାନ, ଲକ୍ଷ୍ମୀବାଈଆଦି କେତେକ ରାଣୀ ନିଜ ପରାକ୍ରମ ବଳରେ ଶତ୍ରୁମାନଙ୍କ ଦର୍ପ ଭାଙ୍ଗିଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ
ଉଦାହରଣ :
ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ
ସମକକ୍ଷ : ବାଦଶାହା
ଅନ୍ୟ ଭାଷାରେ ଅନୁବାଦ :