ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜସ୍ୱନିରୀକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜସ୍ୱନିରୀକ୍ଷକ   ବିଶେଷ୍ୟ

ଅର୍ଥ : କର ଆଦାୟକରି ଖଜଣାଖାନାରେ ଜମା କରୁଥିବା କର୍ମଚାରୀ

ଉଦାହରଣ : ଏହି ରାଜସ୍ୱନିରୀକ୍ଷକଙ୍କୁ ଅର୍ଥ ହେରେଫେରେ ଅଭିଯୋଗରେ ଗିରଫ କରାଯାଇଥିଲା

ସମକକ୍ଷ : ରାଜସ୍ୱ ନିରୀକ୍ଷକ


ଅନ୍ୟ ଭାଷାରେ ଅନୁବାଦ :

वह प्रधान कर्मचारी जो कर वसूल करके खजाने में पहुँचाता था।

उस रिसालदार को ग़बन के मामले में गिरफ्तार किया गया था।
रिसालदार, रिसालेदार