ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜସ୍ୱ ନିରୀକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ସରକାରୀ କର୍ମଚାରୀ ଗାଁର ଜମି, ଅମଳ ଓ ଖଜଣାଆଦିର ହିସାବପତ୍ର ରଖନ୍ତି

ଉଦାହରଣ : ଖଜଣା ଆଦାୟପାଇଁ ଆଜି ରାଜସ୍ୱ ନିରୀକ୍ଷକ ଆମ ଗାଁକୁ ଆସିବାର ଅଛି


ଅନ୍ୟ ଭାଷାରେ ଅନୁବାଦ :

वह सरकारी कर्मचारी जो गाँव की ज़मीन, उपज और लगान आदि का हिसाब-किताब रखता है।

लगान वसूलने के लिए आज पटवारी हमारे गाँव आने वाले हैं।
पटवारी, लेखपाल

ଅର୍ଥ : କର ଆଦାୟକରି ଖଜଣାଖାନାରେ ଜମା କରୁଥିବା କର୍ମଚାରୀ

ଉଦାହରଣ : ଏହି ରାଜସ୍ୱନିରୀକ୍ଷକଙ୍କୁ ଅର୍ଥ ହେରେଫେରେ ଅଭିଯୋଗରେ ଗିରଫ କରାଯାଇଥିଲା

ସମକକ୍ଷ : ରାଜସ୍ୱନିରୀକ୍ଷକ


ଅନ୍ୟ ଭାଷାରେ ଅନୁବାଦ :

वह प्रधान कर्मचारी जो कर वसूल करके खजाने में पहुँचाता था।

उस रिसालदार को ग़बन के मामले में गिरफ्तार किया गया था।
रिसालदार, रिसालेदार