ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜଯୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜଯୋଗ   ବିଶେଷ୍ୟ

ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ ଗ୍ରହଗୁଡିକର ଏକ ବିଶେଷ ସଂଯୋଗ ଯାହା ଜନ୍ମ କୁଣ୍ଡଳୀରେ ରହିଥିଲେ ବ୍ୟକ୍ତି ରାଜା ବା ଧନବାନ ହୋଇଥାଏ

ଉଦାହରଣ : କର୍କଟ ଏବଂ ସିଂହ ଲଗ୍ନପାଇଁ ମଙ୍ଗଳ ରାଜଯୋଗ କାରକ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

फलित ज्योतिष के अनुसार ग्रहों का एक विशेष योग जो अगर जन्मकुंडली में हो तो व्यक्ति राजा या धनवान होता है।

कर्क एंव सिंह लग्न के लिए मंगल राजयोग कारक होता है।
राजयोग