ଅର୍ଥ : ରାଜଦ୍ରୋହ କରିବା ବ୍ୟକ୍ତି
ଉଦାହରଣ :
ରାଜା ରାଜଦ୍ରୋହୀମାନଙ୍କୁ ବନ୍ଦୀ କରିନେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାଜଦ୍ରୋହ କରିବାବାଲା
ଉଦାହରଣ :
ରାଜଦ୍ରୋହୀ ବ୍ୟକ୍ତିମାନେ ବଡ଼ ବଡ଼ ରାଜାଙ୍କ ଗାଦି ଓଲଟାଇ ଦେଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :