ଅର୍ଥ : ଯେଉଁ ପ୍ରକାର ବିବାହରେ ଯୁଦ୍ଧକରି କନ୍ୟାକୁ ଅପହରଣ କରିନିଆଯାଏ ଏବଂ ତାକୁ ନିଜର ପତ୍ନୀ କରାଯାଏ
ଉଦାହରଣ :
ଆଧୁନିକ ସମାଜରୁ ରାକ୍ଷସ ବିବାହ ପ୍ରଥା ସମାପ୍ତ ହୋଇଗଲାଣି
ସମକକ୍ଷ : ରାକ୍ଷସ ବିବାହ ପ୍ରଥା
ଅନ୍ୟ ଭାଷାରେ ଅନୁବାଦ :
विवाह का एक प्रकार जिसमें युद्ध करके कन्या छीन लाते थे और उसे अपनी पत्नी बना लेते थे।
आधुनिक समाज में राक्षस विवाह की प्रथा समाप्त हो गयी है।