ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରସାୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରସାୟନ   ବିଶେଷ୍ୟ

ଅର୍ଥ : ବୈଦ୍ୟଶାସ୍ତ୍ର ଅନୁସାରେ ଯେଉଁ ଔଷଧ ମନୁଷ୍ୟକୁ ସବୁବେଳେ ସୁସ୍ଥ ଏବଂ ପୁଷ୍ଟ କରି ରଖିଥାଏ

ଉଦାହରଣ : ବୈଦ୍ୟ ଏହି ରସାୟନ ଖାଇବାକୁ କହିଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

वैद्यक के अनुसार वह औषध जो मनुष्य को सदा स्वस्थ और पुष्ट बनाये रखती है।

वैद्यजी ने यह रसायन खाने के लिए कहा है।
कीमिया, कीमियाँ, कीमियां, रसायन

ଅର୍ଥ : ରସାୟନ ସମ୍ବନ୍ଧିତ ଦ୍ରବ୍ୟ

ଉଦାହରଣ : ପରୀକ୍ଷାଗାରରେ ସାବଧାନ ହୋଇ ରସାୟନର ପ୍ରୟୋଗ କରିବା ଉଚିତ୍‌

ସମକକ୍ଷ : ରାସାୟନିକ ଦ୍ରବ୍ୟ


ଅନ୍ୟ ଭାଷାରେ ଅନୁବାଦ :

रसायन से संबंधित द्रव्य।

प्रयोगशाला में रसायनों का प्रयोग सावधानी से करना चाहिए।
रसायन, रासायनिक द्रव्य

ଅର୍ଥ : ତମ୍ବା,ଲୁହା ଆଦିରୁ ସୁନା ତିଆରି କରିବାର ଏକ କଳ୍ପିତ ବିଦ୍ୟା

ଉଦାହରଣ : ଆଗକାଳରେ ଲୋକମାନେ ରସାୟନ ଉପରେ ବିଶ୍ୱାସ କରୁଥିଲେ

ସମକକ୍ଷ : ସ୍ୱର୍ଣ୍ଣସିଦ୍ଧି


ଅନ୍ୟ ଭାଷାରେ ଅନୁବାଦ :

ताँबे, लोहे आदि से सोना बनाने की एक कल्पित विद्या।

पुराने समय में लोग रसायन पर विश्वास करते थे।
कीमियागरी, रसायन, स्वर्ण सिद्धि

A pseudoscientific forerunner of chemistry in medieval times.

alchemy