ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରବର   ବିଶେଷ୍ୟ

ଅର୍ଥ : ରବରର ଯେଉଁ ଖଣ୍ଡରେ ପେନସିଲଆଦିର ଲେଖା ଲିଭାଯାଏ

ଉଦାହରଣ : ଭୁଲ୍‌ ଉତ୍ତରକୁ ରବରରେ ଲିଭେଇ ଠିକ ଉତ୍ତର ଲେଖ


ଅନ୍ୟ ଭାଷାରେ ଅନୁବାଦ :

रबड़ का वह टुकड़ा जिससे पेंसिल आदि की लिखाई मिटाई जाती है।

इस गलत उत्तर को रबड़ से मिटाकर सही उत्तर लिखो।
आघर्षणी, रबड़, रबर

An eraser made of rubber (or of a synthetic material with properties similar to rubber). Commonly mounted at one end of a pencil.

pencil eraser, rubber, rubber eraser

ଅର୍ଥ : ରବର ଘଛର କ୍ଷୀରକୁ ଶୁଖେଇ ତିଆରି କରାଯାଉଥିବା ଏକ ଅଠାଳିଆ ପଦାର୍ଥ

ଉଦାହରଣ : ବିଭିନ୍ନ ବସ୍ତୁ ତିଆରି କରିବାପାଇଁ ରବରର ଉପଯୋଗ ହୁଏ


ଅନ୍ୟ ଭାଷାରେ ଅନୁବାଦ :

रबड़ वृक्ष के दूध को सुखाकर बनाया हुआ एक लचीला पदार्थ।

रबड़ का उपयोग बहुत सी वस्तुएँ बनाने में किया जाता है।
रबड़, रबर

An elastic material obtained from the latex sap of trees (especially trees of the genera Hevea and Ficus) that can be vulcanized and finished into a variety of products.

caoutchouc, gum elastic, india rubber, natural rubber, rubber